Videos

Atanu Sabyasachi: ସୌମ୍ୟ ହୋଇପାରନ୍ତି ବହିଷ୍କୃତ, ଇସାରା ଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ

ସୌମ୍ୟ ହୋଇପାରନ୍ତି ବହିଷ୍କୃତ: ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଇପାରେ। ଏ ବିଷୟରେ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମରେ ଇଙ୍ଗିତ କରିଛନ୍ତି। ଦଳରେ ରହି ସେ ବିଜୁ ଜନତାଦଳକୁ ବ୍ଲାକ୍‍ମେଲିଂ କରିଛନ୍ତି। ବଡ଼ ପାହାଡ଼କୁ ଟେକା ଫୋପାଡ଼ିଲେ ତାହା ଲେଉଟି ଆସେ । ତାହା ହିଁ ଏଠାରେ ପ୍ରତିଫଳନ ହେବ ବୋଲି କହିଛନ୍ତି ଅତନୁ।

Video Thumbnail
Advertisement
Read More