Videos

Video: ମିଠା ସ୍ୱରରେ ମିଠା ଗୀତ, ଛୁଇଁବ ଆପଣଙ୍କ ହୃଦୟକୁ

Video: ଏମିତି ମିଠା ଗୀତ ଯାହା ପ୍ରତି ସଂଗୀତପ୍ରେମୀଙ୍କ ହୃଦୟକୁ ଖୁବ ସହଜରେ ଛୁଇଁପାରିବ । ଏହି ଯୁବକଜଣଙ୍କ ନିଜ ଇନଷ୍ଟାଗ୍ରାମରେ (rr_acoustics_07) ଏପରି କିଛି ଗୀତ ଅପଲୋଡ କରୁଛନ୍ତି ଯାହା ଖୁବ ଶୀଘ୍ର ଭାଇରାଲ ହୋଇଯାଉଛି । ଗୋଟିଏ ପରେ ଗୋଟିଏ ମିଠା ଗୀତକୁ ନିଜ ସ୍ୱରରେ ଗାଇବା ସହିତ ସଂଗୀତପ୍ରେମୀଙ୍କ ଭଲପାଇବା ସାଉଣ୍ଟୁଛନ୍ତି ଯୁବକ

Video Thumbnail
Advertisement
Read More