Videos

Manmay Dey Video: ଅସୀମାଙ୍କ ସହ ମନ୍ମୟ ଦେ ଙ୍କ ରୋମାନ୍ସ, ମଣ୍ଟୁ ଛୁରିଆ ସେୟାର କଲେ ଗୀତ

Manmay Dey Video: ରିୟଲ କଣ୍ଟେଣ୍ଟ୍ ଭିଡିଓ ତିଆରି କରି ବେଶ ଚର୍ଚ୍ଚାରେ ରହିଛନ୍ତି ମନ୍ମୟ ଦେ। ତେବେ କେବଳ ଯେ ସୋସିଆଲ ମେସେଜ ନୁହେଁ ଏବେ ଆଲବମରେ ମଧ୍ୟ ଜଲୱା ଦେଖାଉଛନ୍ତି ମନ୍ମୟେ ଦେ । ତାଙ୍କ ସହ ତାଳ ଦେଇଛନ୍ତି ନାୟିକା ଅସୀମା ପତି । ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗାୟକ ମଣ୍ଟୁ ଛୁରିଆ ଏହି ସୁଟିଂର ଭିଡିଓ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି । ଗୀତରେ କଣ୍ଠଦାନ କରିଛନ୍ତି ମଣ୍ଟୁ ଛୁରିଆ ଓ ଅସୀମା ପଣ୍ଡା । ଗୀତଟିର ନାଁ ହେଉଛି ମାଲୋ ମଲି...ଯାହାକୁ ଫ୍ୟାନ୍ସ ମାନେ ବି ବେଶ୍ ପସନ୍ଦ କରିଛନ୍ତି।

Video Thumbnail
Advertisement
Read More