Videos

Odisha Crime: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡ: ୨୦୨୨ ଜୁନରେ ସ୍ତ୍ରୀ ସରସ୍ୱତୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ ଦାସ

Odisha Crime: ସଂଜିତ ଦାସ ତାଙ୍କ ପତ୍ନୀ ସରସ୍ଵତୀ ଦାଶ କୁ ୩୩ ଥର ଛୁରୀ ଭୂଷି ହତ୍ୟା କରିଥିଲେ ଓ ଝିଅ ଶ୍ରୀ ଦାସ କୁ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲେ ଫଳରେ ୧୫ ଜନଙ୍କ ସାକ୍ଷୀ ଙ୍କ ପ୍ରମାଣ, ସାଇଣ୍ଟଫିକ ଟିମ ର ପ୍ରମାଣ ଓ ଏକ୍ସପର୍ଟ ଙ୍କ ପ୍ରମାଣ କୁ ଆଧାର କରି ମାନ୍ୟବର ଜିଲ୍ଲା ଦୌରା ଜଜ୍ କୋର୍ଟ ଅଭିଯୁକ୍ତ କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି l

Video Thumbnail
Advertisement
Read More