Videos

Singing Video: ହୁଏତ ଏପରି ଗାୟକଙ୍କୁ କେବେ ଦେଖି ନଥିବେ ଆପଣ, ଗୀତ ଶୁଣିବା ପରେ ହସି ହସି କାନ୍ଦି ପକାଇବେ

Viral Singing Video: ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଦିନକୁ ଦିନ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ମଜାଳିଆ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ମଜାଦାର ଭିଡିଓ ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହୋଇଛି । ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖିବା ପରେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

Video Thumbnail
Advertisement
Read More