Videos

Man feeding crocodile: ଗୋଟିଏ କିମ୍ବା ଦୁଇଟି ନୁହେଁ, ଚାରିଟି ଭୟଙ୍କର କୁମ୍ଭୀରକୁ ହାତରେ ଖୁଆଇଦେଲେ ବ୍ୟକ୍ତି, ଆପଣଙ୍କ ହୃଦୟକୁ ଥରାଇ ଦେବ ଏହି ଭିଡିଓ

Man feeding crocodile: ଛାତି ଥରାଇ ଦେବା ପରି ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ଦୁଇଜଣ ନୁହେଁ, ବରଂ ଚାରିଟି ଭୟଙ୍କର କୁମ୍ଭୀରକୁ ନିଜ ହାତରେ ଖାଇବାକୁ ଦେଉଥିବାର ନଜର ଆସୁଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪.୮ ନିୟୁତ ଲୋକ ଦେଖିସାରିଲେଣି । ଏହି ଭଡିଓକୁ @cctvidiots ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲ ସେୟାର କରିଛନ୍ତି । ଆପଣ ଦେଖନ୍ତୁ ଏହି ଭିଡିଓ ।

Crocodile Shocking Video: In this startling video that is going viral, a man is seen feeding pieces of meat to crocodiles by sitting on the bank of a river, seeing which you will not believe your eyes for a few seconds. In the video, the person is seen surrounded by not one or two, but four crocodiles. During this, crocodile lines are visible in the water. At the same time, the person is seen sitting on the stones on the banks of the river and calling out the crocodiles one by one.

Video Thumbnail
Advertisement
Read More