Videos

Viral Video: ସାପ ସହ ସାଓ୍ବାର ନେଲେ ଯୁବକ ,ଦେଖନ୍ତୁ ଭିଡି଼ଓ

Viral Video: ସାପ ସହ ବନ୍ଧୁତା ସ୍ଥାପନ କରିଛନ୍ତି ଏ ମଣିଷ । ସାପ ସହ ଶୋଇବା ଉଠିବା, ଖେଳିବା ଓ ବୁଲିବା ପରି କାର୍ଯ୍ୟ ମଧ୍ୟ କରୁଛନ୍ତି । ଏପରିକି ସାପ ସହ ଗାଧଉଛନ୍ତି। ଗାଧୁଆଘରେ ସାପ ସହ ସାଓ୍ବାର ନେଇଛନ୍ତି ଏହି ଯୁବକ। ଏପରିକି ସାପକୁ ବେକରେ ଗୁଡାଇ ଗାଧଉଛନ୍ତି । ଏହି ଭାଇରାଲ ଭିଡିଓଟି ଆପଣ ଦେଖନ୍ତୁ । ଆପଣ ବି ସ୍ତବ୍ଧ ହୋଇଯିବେ ଏହି ଭିଡିଓ ଦେଖି। 

Video Thumbnail
Advertisement
Read More