Videos

Viral Video: ଜଗନ୍ନାଥ ମନ୍ଦିର ଆଗରେ କୁନି ଝିଅଟି କଲେ ଏପରି ଡ୍ୟାନ୍ସ,ସମସ୍ତେ କରୁଛନ୍ତି ପ୍ରଶଂସା, ଦେଖନ୍ତୁ ଭିଡିଓ

Little girl dancing viral video: ସୋସିଆଲ୍ ମିଡିଆରେ ଏକ କୁନି ଝିଅର ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ ହେଉଛି । ଯେଉଁଥିରେ ସେ ଜଗନ୍ନାଥ ମନ୍ଦିର ଆଗରେ ଏକ ଓଡ଼ିଆ ଭଜନରେ ନାଚୁଥିବା ନଜର ଆସୁଛି । ତାଙ୍କର ଏହି ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି ଓ ଲୋକମାନେ ଏହାକୁ ଦଖି ଅନେକ ଲାଇକ୍ ଓ କମେଣ୍ଟ କରୁଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

Video Thumbnail
Advertisement
Read More