Hindi News >>Home >>Videos
Videos

Snake Viral Video: ବିରାଟକାୟ ସାପ ସହ ନିର୍ଭୟରେ ଖେଳୁଛି କୁନି ପିଲା, ରାଗିପାଚି ଲାଲ୍ ୟୁଜର୍ସ

Little boy plays with massive snake, Video Goes Viral । ସାପର ଭୟ ଏକ ସାଧାରଣ କଥା, ଏବଂ ସାମ୍ନାକୁ ଆସିବାର ଚିନ୍ତା ମଧ୍ୟ ଘାରିଥାଏ। କାରଣ ବିଷାକ୍ତ ସାପର ଗୋଟେ ଚୋଟରେ ମଣିଷ ଜୀବନ ହାରିଥାଏ। ତେବେ ବୟସ କିମ୍ବା ଲିଙ୍ଗ ନିର୍ବିଶେଷରେ, ଅଧିକାଂଶ ଲୋକ ସେମାନଙ୍କର ସମ୍ଭାବ୍ୟ ବିପଦ ହେତୁ ଏହି ଜୀବଠାରୁ ଦୂରେଇ ରୁହନ୍ତି । ହେଲେ ଏହି ଭିଡିଓ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ଭିଡିଓରେ ଜଣେ ଶିଶୁ ଏକ ବିରାଟକାୟ ସାପ ସହ ଖେଳୁଛି ହେଲେଏହି ଭିଡିଓ ଭାଇରାଲ ପରେ ରାଗିପାଚି ଲାଲ୍ ହୋଇଛନ୍ତି ୟୁଜର୍ସ।

|Jul 26, 2023, 08:52 PM
Video Thumbnail
Advertisement

More Videos