Hindi News >>Home >>Videos
Videos

Lionel Messi Goal Video: ଦ୍ୱିତୀୟ ବୃହତ୍ତ ଗୋଲ୍ କରିବାରେ ସଫଳ ହେଲେ ଲିଓନେଲ ମେସି, ଭିଡିଓ ଭାଇରାଲ

ଦ୍ୱିତୀୟ ବୃହତ୍ତ ଗୋଲ୍ କରିବାରେ ସଫଳ ହେଲେ ଲିଓନେଲ ମେସି । ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଆଟ୍ ଏମଏଲଏସ୍ ଏହି ସୁନ୍ଦର ଭିଡିଓଟିକୁ ସେୟାର କରିଛନ୍ତି । ମଙ୍ଗଳବାର ରାତିରେ ଏକ ଲିଗ୍ କପ୍ ସେମିଫାଇନାଲରେ ୟୁନିଅନକୁ ୪-୧ରେ ପରାସ୍ତ କରିଥିଲା । ଆଉ ଏହି ଗୋଲ୍ ଲିଓନେଲ ମେସିଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ବହୁତ ଖୁସି ଖବର ଆଣିଦେଇଛି।

|Aug 16, 2023, 07:52 PM
Video Thumbnail
Advertisement

More Videos