Videos

Badrinath Landslide: ଉତ୍ତରାଖଣ୍ଡ ବଦ୍ରିନାଥରେ ଭୟଙ୍କର ଭୂସ୍ଖଳନ, ଭିଡିଓ ଭାଇରାଲ

ବଦ୍ରିନାଥ ଯିବା ରାସ୍ତାରେ ଭୂସ୍ଖଳନ । ରାସ୍ତାଉପରେ ପଡିଲା ବିରାଟକାୟ ପଥର । ଘଣ୍ଟାଘଣ୍ଟା ଧରି ଅଟକି ରହିଛି ଶହ ଶହ ଗାଡି । ପ୍ରବଳ ଏବଂ ଲଗାତାର ବର୍ଷା ହେତୁ ହୋଇଛି ଏହି ବଡ଼ ଭୟଙ୍କର ଭୂସ୍ଖଳନ। ଉତ୍ତରାଖଣ୍ଡ ବଦ୍ରିନାଥରେ ଭୂସ୍ଖଳନ ପାତାଳଗଙ୍ଗା ନିକଟ ଲଙ୍ଗସୀ ଟନେଲ ନିକଟରେ ଭୂସ୍ଖଳନ। ଜାତୀୟ ରାଜପଥ ଅବରୋଧ , ଯାତାୟତ ବାଧାପ୍ରାପ୍ତ। ଯୋଶୀମଠ-ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ!. ହୋଇଛି । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ।

Video Thumbnail
Advertisement
Read More