Videos

Lady Journalist VS Tutu: ମହିଳା ସାମ୍ବାଦିକଙ୍କ ସହ କେମିତି ବ୍ୟବହାର କରିଥିଲେ ଟୁଟୁ ନାୟକ, ହାତରେ ଲାଗିଲା ଭିଜୁଆଲ

ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ସର୍ବସମ୍ମୁଖରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଟୁଟୁ ନାୟକ । ତେବେ ଏନେଇ ସାମ୍ବାଦିକା ଜଣକ ଖାରବେଳ ନଗର ଥାନାରେ ମାମଲା ଦାୟର କରିଛନ୍ତି । ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଯୋଜକ ଟୁଟୁ ନାୟକ ତାଙ୍କ ଅଜାଣତରେ ଆସି ପଛପଟୁ ଗାଲକୁ ବାଡେଇଲେ । କ’ଣ ପାଇଁ ବାଡେଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

Video Thumbnail
Advertisement
Read More