Videos

Viral Video: ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ମା, କଅଁଳ ଶିଶୁକୁ କ୍ଷୀର ପିଆଇଲେ କାର୍ଯ୍ୟରତ ମହିଳା ପୋଲିସ

ଅନୁଶାସନକୁ ଜଗୁଥିବା ପୋଲିସ ମନରେ ବି ଅଛି ସ୍ନେହ ମମତା । ଏହାର ପ୍ରମାଣ ଦେଇଛନ୍ତି କୋଚିର ଜଣେ ମହିଳା ପୋଲିସ ।ଡାକ୍ତରଖାନାରେ ଜଣେ ମହିଳା ଜୀବନ ମରଣ ଦୋଛକିରେ ପଡିଥିବାବେଳେ ତାଙ୍କ ୪ ମାସର କଅଁଳା ଶିଶୁକୁ ଉଦ୍ଧାର କରିଛନ୍ତି । ଖାଲି ସେତିକି ନୁହେଁ ଭୋକରେ ଆଉଟୁପାଉଟୁ ହେଉଥିବ ଶିଶୁକୁ ନିଜେ ସ୍ତନ୍ୟପାନ କରାଇଛନ୍ତି । ଏଭଳି ଘଟଣା ଘଟିଛି କେରଳ କୋଚି ପୋଲିସ ଷ୍ଟେସନରେ । ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ବେଳେ ତାଙ୍କୁ ସମସ୍ତେ ବାହାଃ ବା କରୁଛନ୍ତି ।

Video Thumbnail
Advertisement
Read More