Hindi News >>Home >>Videos
Videos

shahrukh khan Video: ‘ଜୱାନ’ ରିଲିଜ ପୂର୍ବରୁ ବୈଷ୍ଣୋ ଦେବୀଙ୍କ ଶରଣରେ କିଙ୍ଗ ଖାନ୍, ଦେଖନ୍ତୁ ଭିଡ଼ିଓ

ଆସନ୍ତା ୭ ତାରିଖରେ ରିଲିଜ ହେବାକୁ ଯାଉଛି ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ । ତେବେ ଫିଲ୍ମ ରିଲିଜ ପୂର୍ବରୁ ଶାହାରୁଖ ଖାନଙ୍କ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Payal Priyadarshini|Aug 30, 2023, 03:04 PM
Video Thumbnail
Advertisement

More Videos