Hindi News >>Home >>Videos
Videos

Accident News: ଅଜଣା ଗାଡ଼ି ଧକା ରେ ବାଇକ୍ ଆରୋହୀ ମୃତ, ଦେଖନ୍ତୁ ଏହି ଭିଡିଓ

Keonjhar Accident: ୨୦ ନମ୍ୱର୍ ଜାତୀୟ ରାଜପଥର ଧୃପଦା ଓଭର ବ୍ରିଜ ନିକଟରେ ଅଜଣା ଟ୍ରକ୍ ଧକ୍କା ରେ ଜଣେ ବାଇକ୍ ଆରିହିଙ୍କର ମୃତ୍ୟୁ ହୋଇଚି।କାଳସୁଇ ଗ୍ରାମ ର ନରେନ୍ଦ୍ର ମହାନ୍ତ କେନ୍ଦୁଝର ରୁ କାମସାରି ବାଇକ୍ ଯୋଗେ ଫେରୁଥିବା ସମୟରେ ଧୃପଦା ଓଭର ବ୍ରିଜ ନିକଟରେ ଧକା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ହମ୍ପସ, ଟ୍ରାଫିକ ପୋଲିସ ରହିବା ଦାବିରେ ରାସ୍ତା ଅବରୋଧ କରିଥିଲେ ,ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ଶତାଧିକ ଗାଡି ଅଟକି ରହିଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ଙ୍କ ହସ୍ତକ୍ଷେପ,ଓ ତୁରନ୍ତ ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ଦିନ ୧୧ ଟା ସମୟରେ ରାସ୍ତା ଅବରୋଧ ହଟିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା

Priyambada Rana|Jun 19, 2024, 04:16 PM
Video Thumbnail
Advertisement

More Videos