Videos

Viral Video: ପେଟ ପାଇଁ ନାଟ! ମା ଓ ପୁଅର ଏହି ଭିଡିଓ ଦେଖିବା ପରେ କାନ୍ଦି ପକାଇବେ ଆପଣ, ଦେଖନ୍ତୁ ଭିଡିଓ

Mother and Son Viral Video: ସୋସିଆଲ ମିଡିଆରେ ଅନେକ ଥର ଏହିପରି ଭିଡିଓ ଦେଖାଯାଏ, ଯାହା ଦେଖିବା ପରେ ଆଖିରେ ଲୁହ ଆସାଯାଏ । ତିନି ବର୍ଷ ପରେ ଜଣେ ଯୁବକ ତାଙ୍କ ମାଙ୍କୁ ଭେଟିବାର ଏକ ହୃଦୟସ୍ପର୍ଶୀ ଭିଡିଓ ଆଜି ଇଣ୍ଟରନେଟରେ ଭାଇରାଲ ହେଉଛି । ପୁଅକୁ ଦେଖିବା ପରେ ମହିଳାଙ୍କ ପ୍ରତିକ୍ରିୟା ଇଣ୍ଟରନେଟ ୟୁଜର୍ସଙ୍କୁ ଭାବପ୍ରବଣ କରିଦେଇଛି । ଏହି ସୁନ୍ଦର ଭିଡିଓ କର୍ଣ୍ଣାଟକର ଉଦୁପିର କାନ୍ଦାପୁରା ତାଲୁକର ଗାଙ୍ଗୋଲି ମାର୍କେଟରୁ ଆସିଛି । ଭିଡିଓରେ ଯୁବକ ରୋହିତଙ୍କ ମା ଗାଙ୍ଗୋଲି ବଜାରରେ ମାଛ ବିକ୍ରି କରୁଥିବା ଦେଖାଯାଇଛି । ନିଜ ଆଗମନ ବିଷୟରେ ମା'ଙ୍କୁ କିଛି ନ ଜଣାଇ ଦୁବାଇରେ କାମ କରୁଥିବା ରୋହିତ ତାଙ୍କ ମାଙ୍କୁ ହଠାତ୍ ଭେଟିଥିଲେ । ଆଉ ତା'ପର କ'ଣ ହଲା ଦେଖନ୍ତୁ ଭିଡିଓ-

Video Thumbnail
Advertisement
Read More