Videos

King Cobra: ବେଡ୍ ରୁମରେ ଲୁଚି ରହିଥିଲା ୯ ଫୁଟ୍ ଲମ୍ବାର ଅହିରାଜ, ଏହା ପରେ ଯାହା ଘଟିଲା ଆପଣଙ୍କୁ କରିଦେବ ଚକିତ

Karnataka King Cobra Viral Video: କର୍ଣ୍ଣାଟକର ଏକ ପରିବାର ଯେତେବେଳେ ଶୋଇବା ଘରେ ଏକ ଅହିରାଜ ଲୁଚିଥିବାର ଦେଖିବାକୁ ପାଇଲେ ସେତେବେଳେ ବହୁତ ଭୟଭୀତ ହୋଇଯାଇଥିଲା । ୯ ଫୁଟ ଲମ୍ବର ଅହିରାଜ କାଠ ବାକ୍ସରେ ପ୍ରବେଶ କରିଥିବାର ଦେଖିବା ପରେ ପରିବାର ଲୋକ ଜଙ୍ଗଲ ବିଭାଗକୁ ଜଣାଇ ସାହାଯ୍ୟ ମାଗିଥିଲେ। ଏହା ପରେ ଅଧିକାରୀମାନେ ଏହି ସୂଚନା ଆଗୁମ୍ବେ ରେନ୍ଫରେଷ୍ଟ ରିସର୍ଚ୍ଚ ଷ୍ଟେସନ୍ (IRS) କୁ ପଠାଇଥିଲେ ଓ ପରେ ବିଶେଷଜ୍ଞ ଦଳ ଦଳକୁ ଅହିରାଜକୁ ଉଦ୍ଧାର କରିଥିଲେ। ଫିଲ୍ଡ ଡାଇରେକ୍ଟର ଅଜୟ ଗିରି ଏହି ଉଦ୍ଧାର କାର୍ଯ୍ୟର ଭିଡିଓ ସେୟାର କରିଛନ୍ତି। ଦେଖନ୍ତୁ ଭିଡିଓ-

King Cobra Viral Video: କର୍ଣ୍ଣାଟକର ଏକ ପରିବାର ଯେତେବେଳେ ଶୋଇବା ଘରେ ଏକ ଅହିରାଜ ଲୁଚିଥିବାର ଦେଖିବାକୁ ପାଇଲେ ସେତେବେଳେ ବହୁତ ଭୟଭୀତ ହୋଇଯାଇଥିଲା । ୯ ଫୁଟ ଲମ୍ବର ଅହିରାଜ କାଠ ବାକ୍ସରେ ପ୍ରବେଶ କରିଥିବାର ଦେଖିବା ପରେ ପରିବାର ଲୋକ ଜଙ୍ଗଲ ବିଭାଗକୁ ଜଣାଇ ସାହାଯ୍ୟ ମାଗିଥିଲେ। 

Video Thumbnail
Advertisement
Read More