Videos

VIDEO: ପାଣି ଭିତରେ ପଶି କଇଁଛକୁ ଶିକାର କଲା ବାଘ, ଆଖି ପିଛୁଳାକେ ଖେଳ ଶେଷ!

Tiger Attack Turtle Video: ଆଜିକାଲି ଜଙ୍ଗଲ ସଫାରିର ଏକ ଆଶ୍ଚର୍ଯ୍ୟଜନକ ଜନକ ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛି । ଯାହା ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ଆପଣ ପୂର୍ବରୁ ଏପରି ଭିଡିଓ କ୍ୱଚିତ୍ ଦେଖିଥିବେ!

Tiger Attack Turtle: In the video you can see that a ferocious tiger catches sight of a small turtle and runs after it to hunt it. Surprisingly, it is seen in this video that when the tiger enters the water for hunting and starts exerting all its strength and when it comes out, it takes the turtle out with it. In the beginning of the video, it seems that it is a crocodile behind which the tiger has fallen.

Video Thumbnail
Advertisement
Read More