Videos

Video: ଛାତିରେ ନିଶା ମହାରଣାଙ୍କ ଟାଟୁ ବନାଇଲେ ଫ୍ୟାନ୍, ଭିଡିଓ ଭାଇରାଲ୍

Video: ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ଆଲୋଚନା ଚାଲିଥାଏ । ତେବେ ବର୍ତ୍ତମାନ କିନ୍ତୁ ଏକ ଭିନ୍ନ କାରଣ ପାଇଁ ନିଶା ମହାରଣା ଚର୍ଚ୍ଚାରେ । ଜଣେ ଯୁବକ ନିଶାଙ୍କ ଫଟୋଚିତ୍ରକୁ ନିଜ ଛାତିରେ ଟାଟୁ ମାଧ୍ୟମରେ ଆଙ୍କିଛନ୍ତି । ନିଜେ ନିଶା ମହାରଣା ଏହି ଭିଡିଓଟିକୁ ନିଜ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More