Videos

Sethupathi SRK Dance: ଷ୍ଟେଜରେ ବିଜୟ ସେଦୁପତିଙ୍କ ସହ ଶାହାରୁଖଙ୍କ ରୋମାଣ୍ଟିକ କପଲ୍ ଡ୍ୟାନ୍ସ

ବକ୍ସ ଅଫିସରେ ସଫଳତାର ସହ ଆଗେଇବା ପରେ ଏବେ ଜୱାନକୁ ନେଇ ଚାରିଆଡ଼େ ଚର୍ଚ୍ଚା । ତେବେ ଏକଥା ସମସ୍ତଙ୍କୁ ଜଣା ଯେ, ସାଉଥ ସୁପରଷ୍ଟାର ବିଜୟ ସେଦୁପତି କିଙ୍ଗଖାନ ଏସଆରକେ ବା ଶାହାରୁଖଙ୍କ ବହୁତ ବଡ଼ ଫ୍ୟାନ୍ । ଏବେ ବିଭିନ୍ନ ପ୍ରିମିୟର ସୋରେ ଦୁହିଁଙ୍କୁ ଦେଖିବାକୁ ମିଳୁଥିବା ବେଳେ ଜୱାନ ର ସକସେସ ପାର୍ଟିରେ ସାମିଲ ହେଉଛନ୍ତି ପୂରା ଫିଲ୍ମର ଷ୍ଟାରକାଷ୍ଟ । ଏହାରି ମଧ୍ୟରେ ଉଭୟେ ଏକ କପଲ୍ ଡ୍ୟାନ୍ସ କରିଛନ୍ତି ଯାହାକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ ଓ ଫଲୋଅର୍ସ ।

Video Thumbnail
Advertisement
Read More