Videos

MLA Jaynarayan Mishra: ସମ୍ବଲପୁରରେ ଜଣ୍ଡିସ ସ୍ଥିତି କୁ ନେଇ ସମୀକ୍ଷା କରିଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର

ସମ୍ବଲପୁର ରେ ଜଣ୍ଡିସ ସ୍ଥିତି କୁ ନେଇ ସମୀକ୍ଷା କରିଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର | ଆଜି ପର୍ଯ୍ୟନ୍ତ ୯୨ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଜଣ୍ଡିସ ସ୍ଥିତି ରେ ସୁଧାର ହୋଇଥିବା ବେଳେ ଆକ୍ରାନ୍ତ ଅଂଚଳ ରେ ସଫେଇ ସହ ପାନୀୟ ଜଳ ପାଇପ ବଦଳି ପାଇଁ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦିଆଯାଇଥିଲା | ଭୁବନେଶ୍ୱର ରୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ର ସ୍ୱତନ୍ତ୍ର ଟିମ ଆସି ସ୍ଥିତି ସମୀକ୍ଷା କରିଥିବା କୁହାଯାଇଥିଲା|

Video Thumbnail
Advertisement
Read More