Videos

Video: ଗାଁ ଡ୍ରାମାରେ ଯୁବକଙ୍କ କମାଲ୍ ଡାଏଲଗ ହେଉଛି ଭାଇରାଲ୍

Video: ସୋସିଆଲ ମିଡିଆ ଯୁଗରେ କୌଣସି ସମୟରେ କିଛି ବି ଜିନିଷ ଭାଇରାଲ୍ ହୋଇଯାଇପାରେ । ଠିକ୍ ସେପରି, ଏହି ଯୁବକଙ୍କ ଭିଡିଓ ହେବାରେ ଲାଗିଛି ଭାଇରାଲ୍ । ଗାଁ ଡ୍ରାମାରେ ଖଳନାୟକ ଚରିତ୍ରରେ ଦମଦାର ଡାଏଲଗ ଉପସ୍ଥାପନ କରି ଲୋକଙ୍କ ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଛନ୍ତି ଯୁବକ 

 

Video Thumbnail
Advertisement
Read More