Videos

Piyush Tripathy: ଯାତ୍ରାରୁ ବିଦାୟ ନେଇ ଗଲେ କି ପିୟୁଷ, ଭିଡିଓ ଦେଖି ଆପଣ କଣ ଭାବୁଛନ୍ତି...

ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏକ ସୁଟିଂ ସେଟରେ ନଜର ଆସିଛନ୍ତି ପିୟୁଷ ତ୍ରିପାଠୀ। ଏହାକୁ ଦେଖି ଅନେକେ ବଡ଼ ପରଦାରେ ପିୟୁଷଙ୍କୁ ଦେଖିବାକୁ ମିଳିବ ବୋଲି ଅନୁମାନ କରିଛନ୍ତି। ତେବେ ଏହି ଭିଡିଓ ଦେଖି ଆପଣ କଣ ଭାବୁଛନ୍ତି। ବଡ଼ ପରଦାରେ ନଜର ଆସିବେ କି ପିୟୁଷ....

 

Video Thumbnail
Advertisement
Read More