Videos

Sura Routray Reaction: 'ଆମ କଥା ନଶୁଣିଲେ ବିଷ୍ଟାକୁଣ୍ଡରେ ପାଣ୍ଡିଆନକୁ ବୁଡେଇବୁ ଉଠେଇବୁ'

ଆମର ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାମକୁ ଚାଲିଯାଇଛି, ଆମେ ଘରେ ରହୁଛୁ ସତ, ହେଲେ ବିକ୍ରି ଖରିଦ୍ କରିପାରୁ ନାହୁଁ। ଏପରିକି ଛାତ୍ରଛାତ୍ରୀ ମାନେ ବାସସ୍ଥାନ ପ୍ରମାଣ ପତ୍ର ପାଇ ପାରୁନାହାନ୍ତି। ୨୨ରେ ୫-ଟି ସଚିବ ଭିକେ ପାଣ୍ଡିଆନ ଜଟଣୀ ଓ ଖୋର୍ଦ୍ଧା ଆସୁଛନ୍ତି, ଯଦି ଆମ ସ୍ଥିତିବାନ ଜମି ଆମକୁ ନ ଫେରାଇବେ, ତେବେ ଆଉ ଯେତେବେଳେ ଜଟଣୀ ମାଟିରେ ପାଦଦେବେ, ସେତିକି ବେଳେ ପାଣ୍ଡିଆନ ଓ ତାଙ୍କ ଅଫିସରଙ୍କୁ ବିଷ୍ଟାକୁଣ୍ଡରେ ବୁଡେଇବୁ ଉଠେଇବୁ ବୋଲି କହିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ।

Video Thumbnail
Advertisement
Read More