Videos

Giorgia Meloni: ନବେ ଦଶକରେ କେମିତି ଦିଶୁଥିଲେ ମୋଦିଙ୍କ ଫ୍ରେଣ୍ଡ ମେଲୋନି, ଦେଖନ୍ତୁ ଭିଡିଓ

ଗତବର୍ଷ ଡିସେମ୍ବର ମାସରେ ଇଣ୍ଟରନେଟରେ ‘ମେଲୋଦୀ ଟ୍ରେଣ୍ଡ’ ଭାଇରାଲ ହେବା ପରେ ଗତକାଲି ଇଟାଲିରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନି ଏକ ନୂଆ ସେଲ୍ଫି ଉଠାଇଥିଲେ। ମେଲୋନି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଉଭୟ ନେତାଙ୍କ ଏକ ଭିଡିଓ ସେୟାର କରିଥିଲେ। ତେବେ ଇଟାଲୀର ପ୍ରଧାନମନ୍ତ୍ରୀ ମେଲୋନୀଙ୍କୁ ନେଇ ଏବେ ଭାରତରେ ବେଶ ଚର୍ଚ୍ଚା । ଆଉ ଏହି ଚର୍ଚ୍ଚା ଭିତରେ ୯୦ ଦଶକ ର ମେଲୋନି କେମିତି ଦିଶୁଥିଲେ ସେହି ଭିଡିଓ ବେଶ ଭାଇରାଲ ହୋଇଛି।

Video Thumbnail
Advertisement
Read More