Videos

Indian Soldiers: ମାଳଦ୍ୱୀପରେ କେତେ ସଂଖ୍ଯାକ ଭାରତୀୟ ସୈନିକ ଅଛନ୍ତି

ମାଳଦ୍ୱୀପରେ ମୁତୟନ ଥିବା ଭାରତୀୟ ସୈନିକଙ୍କୁ ନେଇ ସେହି ଦେଶରେ ବିବାଦ ଆରମ୍ଭ ହୋଇଯାଇଛି । ଭାରତୀୟ ସୈନିକଙ୍କୁ ତୁରନ୍ତ ଦେଶ ଛାଡି଼ବାକୁ କୁହାଯିବା ବୋଲି ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେବା ପରଠାରୁ ମୁଇଜୁ ତାଙ୍କ ରଙ୍ଗ ଦେଖାଇବା ଆରମ୍ଭ କରିଛନ୍ତି । ଭାରତ ବିରୋଧୀ ମନୋଭାବ ପାଇଁ ମୁଇଜୁ ପରିଚିତ । ତେବେ ପ୍ରଶ୍ନ ହେଉଛି ମୁଇଜୁ କ’ଣ ପାଇଁ ନିଜ ଦେଶରେ ଭାରତୀୟ ସୈନିକଙ୍କ ଉପସ୍ଥିତି ଚାହୁଁନାହାନ୍ତି ଓ ତାଙ୍କର ଏଭଳି ମନୋଭାବ ପଛରେ କିଏ ଅଛି ?

Video Thumbnail
Advertisement
Read More