Videos

Viral Video: ଇଏ କି ଦୃଶ୍ୟ! ଅଶୋକ ଚକ୍ର ବଦଳରେ ଜାତୀୟ ପତାକାରେ ଜହ୍ନ, ତାରା

Viral Video: ଫର ଫର ହୋଇ ଉଡ଼ୁଛି ବିକୃତ ଭାରତୀୟ ଜାତୀୟ ପତାକା । ସୋସିଆଲ ମିଡିଆରେ ଏହି ପତାକାର ଭିଡିଓ ଭାଇରାଲ ହେବାରେଲାଗିଛି ।ପଶ୍ଚିମବଙ୍ଗର ଜଣେ ବିଜେପି ନେତ୍ରୀ କେୟା ଘୋଷ ଏହି ଭିଡିଓକୁ ନିଜ ଟ୍ୱିଟର ପୃଷ୍ଠାରେ ପୋଷ୍ଟ କରିଛନ୍ତି ଏବଂ ସେ ସେଠାରେ ଲେଖିଛନ୍ତି ଯେ ଜାତୀୟ ପତାକାକୁ ଏହି ବିକୃତ କରିବା ଅତ୍ୟନ୍ତ ଚକିତ ଏବଂ ଗ୍ରହଣୀୟ ନୁହେଁ !!! ସୂତ୍ରରୁ ପ୍ରକାଶ ଯେ ଏହା ନାଡିଆର କୌଣସି ସ୍ଥାନରୁ ଆସିଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶ୍ଚିମବଙ୍ଗ ପୋଲିସକୁ ଅନୁରୋଧ। '

A distrortion of national flag flying in somewhere Indian. A video of this flag getting viral in social media. A BJP Leqader Keya Ghosh posted this video on her twitter page and she wrote there'This distortion of National flag is absolutely shocking & unacceptable !!! Sources say this is from somewhere in Nadia. Requesting @WBPolice to take immediate action.'

Video Thumbnail
Advertisement
Read More