Videos

Team India: ଷ୍ଟାଡିୟମ ଅଭିମୁଖେ ଭାରତୀୟ କ୍ରିକେଟ ଟିମ୍, ମୁହଁରେ ଭରି ରହିଛି ଉତ୍କଣ୍ଠା

ଦିନିକିଆ ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଜିତିବା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ଜୋରଦାର ଲଢେଇ । ତେବେ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ ହୋଟେଲରୁ ଷ୍ଟାଡିୟମ ଅଭିମୁଖେ ବାହାରି ସାରିଛନ୍ତି । ଏହାର ଏକ ଭିଡିଓ ସେୟାର ହୋଇଛି ସୋସିଆଲ ମିଡିଆରେ । ଯେଉଁଥିରେ ସ୍ପଷ୍ଟ ଜଣାପଡୁଛି ଯେ ଆଜିର ମ୍ୟାଚକୁ ନେଇ ଭାରତୀୟ ଟିମ୍ ମନରେ ଅନେକ ଉତ୍କଣ୍ଠା ଭରି ରହିଛି ।

Video Thumbnail
Advertisement
Read More