Videos

Viral Video: ଶାହାରୁଖଙ୍କ 'ଝୁମେ ଜୋ ପଠାନ୍' ଗୀତରେ ନାଚିଲେ ଭାରତୀୟ ଯବାନ,ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Viral Video: ସୋସିଆଲ ଶାହାରୁଖଙ୍କ 'ଝୁମେ ଜୋ ପଠାନ୍' ଗୀତରେ ଦୁଇ ମହିଳା ଭାରତୀୟ ଯବାନଙ୍କ ଡ୍ୟାନ୍ସ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ସେମାନେ ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକପୁ ମିଳିଛି. ଦେଖନ୍ତୁ ଏହି ଭାଇରାଲ ଭିଡିଓ..

Indian army officers dancing on Jhoome Jo Pathaan song, Watch this video.

Video Thumbnail
Advertisement
Read More