Videos

IND vs PAK: ଉଦଘାଟନୀ ସମାରୋହରେ ଅରଜିତ ସିଂ ବିରାଟକୁ କହିଲେ I Love You, କୋହଲି ଦେଇଥିଲେ ଏପରି ରିଆକ୍ସନ୍, ଦେଖନ୍ତୁ ଭିଡିଓ

Arijit Singh Viral Video: IND vs PAK, ଭାରତ ବନାମ ପାକିସ୍ତାନ ମ୍ୟାଚର ଉଦଘାଟନୀ ସମାରୋହରେ ରିଜିତ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳେ ଯେ ଅରିଜିତ ସିଂ ଜୋର ପାଟି କରି କହୁଛନ୍ତି ବିରାଟ ମୁଁ ତୁମକୁ ଭଲ ପାଏ । ଏହା ପରେ ଦେଖନ୍ତୁ ବିରାଟ କୋହଲି ଦେଇଥିଲେ କିପରି ରିଆକ୍ସନ୍ ।

Video Thumbnail
Advertisement
Read More