Videos

Whatsapp Dual Account: କେମିତି କରିବେ ଏକାସାଙ୍ଗରେ ଦୁଇଟି ହ୍ୱାଟସଆପ୍ ଆକାଉଣ୍ଟକୁ ଲଗ୍ଇନ୍

ହ୍ୱାଟସ ଆପ ତା’ର ୟୁଜର୍ସ ଅଭିଜ୍ଞତାକୁ ଦ୍ୱିଗୁଣିତ କରିବାକୁ କ୍ରମାଗତ ଭାବରେ ନୂତନ ବୈଶିଷ୍ଟ୍ୟ ସହୁ ଲଞ୍ଚ କରୁଛି। ଏହି କ୍ରମରେ, ବର୍ତ୍ତମାନ ଆଉ ଏକ ନୂତନ ବୈଶିଷ୍ଟ୍ୟ ବା ଫିଚରକୁ କମ୍ପାନୀ ରିଲିଜ୍ କରିଛି, ଯେଉଁଥିରେ ଆପଣ ଏକାସାଙ୍ଗରେ ଦୁଇଟି ହ୍ୱାଟସ ଆପ୍ ଆକାଉଣ୍ଟକୁ ଲଗ୍ଇନ୍ କରିପାରିବେ ।ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ଗୋଟିଏ ଡିଭାଇସରେ ଏବଂ ସମାନ ଆପରେ ଦୁଇଟି ହ୍ୱାଟସ ଆପ୍ ଆକାଉଣ୍ଟକୁ ଲଗ୍ଇନ୍ କରିପାରିବେ । ମେଟା ଅନୁଯାୟୀ, ବ୍ୟକ୍ତିଗତ ଏବଂ ୱାର୍କ ପ୍ରୋଫାଇଲ୍ ମଧ୍ୟରେ ସୁଇଚ୍ କରିବାକୁ ଚାହୁଁଥିବା ଉପଭୋକ୍ତାମାନଙ୍କ ପାଇଁ ଏହି ନୂତନ ଫିଚର ସହାୟକ ହେବ । ଫଳରେ ଉପଭୋକ୍ତାମାନଙ୍କୁ ପ୍ରତ୍ୟେକ ଥର ଆକାଉଣ୍ଟ ବଦଳାଇବା ପାଇଁ ଦୁଇଟି ଭିନ୍ନ ଫୋନ୍ ଆବଶ୍ୟକତା ରହିବ ନାହିଁ । ଏଥର ଆସନ୍ତୁ ଜାଣିବା କେମିତି ଗୋଟିଏ ଆପରେ ଦୁଇଟି ଆକାଉଣ୍ଟ୍ ବ୍ୟବହାର କରିପାରିବେ ।

Video Thumbnail
Advertisement
Read More