Videos

Video: ସେଲିବ୍ରେଟିଙ୍କ ଦଶହରା, ଦେଖନ୍ତୁ କେମିତି କାଟିଲେ ଅଭିନେତ୍ରୀ ଲିପ୍ସା...

Video: ପାର୍ବଣ ରଙ୍ଗରେ ରଙ୍ଗୀନ ହୋଇଛି ଧରାପୃଷ୍ଠ । ସବୁଠି ଚାଲିଛି ମାଆ ଦୁର୍ଗାଙ୍କ ଆରାଧନା । ଭକ୍ତି ମନରେ ମାଆଙ୍କୁ ପୂଜୁଛନ୍ତି ଶ୍ରଦ୍ଧାଳୁ । ଦଶହରା ଅବସରରେ ଆଜି ଅନେକ ବ୍ୟକ୍ତି ନିଜ ଯାନବାହାନର ପୂଜା କରିଛନ୍ତି । ଓଲିଉଡ ଅଭିନେତ୍ରୀ ଲିପ୍ସା ମିଶ୍ର ନିଜ ପରିବାର ସହିତ ମିଶି ଦଶହରାକୁ ଧୁମଧାମରେ ପାଳନ କରିବାର ଭିଡିଓ ନିଜ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଲିପ୍ସାଙ୍କ ଭିଡିଓଟିରେ ଫ୍ୟାନ୍ସମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।

Video Thumbnail
Advertisement
Read More