Videos

Video: ଜନ୍ମଦିନକୁ କିପରି ପାଳିଲେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, ଦେଖନ୍ତୁ ଭିଡିଓ

Video: ଓଲିଉଡର ସମସ୍ତଙ୍କର ଅତି ପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଆଜି ଜନ୍ମଦିନ । ଏହି ଅବସରରେ ଅନେକ କଣ୍ଠଶିଳ୍ପୀ ଓ ଅଭିନେତା ଅଭିନେତ୍ରୀମାନେ ଅଭିଜିତଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । କେବଳ ସେତିକି ନୁହେଁ ଅଭିଜିତଙ୍କ ନିକଟରେ ଆଜି ଏକାଧିକ କେକ୍ ଧରି ହାଜର ହୋଇଥିଲେ ତାଙ୍କୁ ଭଲ ପାଉଥିବା କଣ୍ଠଶିଳ୍ପୀମାନେ । ଦେଖନ୍ତୁ କିପରି ଖୁସିର ସହିତ ଜନ୍ମଦିନକୁ ପାଳନ କରାଯାଇଛି

Video Thumbnail
Advertisement
Read More