Videos

Video: କେମିତି ତାଲିମ୍ ନେଇଥାଏ କୁକୁର? ଦେଖନ୍ତୁ ଏହି ଭିଡିଓ

Video: ଅନେକ ଜୀବଜନ୍ତୁଙ୍କୁ ମଣିଷ ତାଲିମ ପ୍ରଦାନ କରି ବ୍ୟବହାର କରିଥାଏ । ବିଶେଷ କରି କୁକୁରଙ୍କୁ ଆମେ ଗୃହପାଳିତ ପଶୁ ଭାବରେ ପାଳିଥାଉ । ଅନେକ ବ୍ୟର୍କି କୁକୁରଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ସମସ୍ତ କୌଶଳ ଶିଖାଇଥାନ୍ତି । ଯାହାଦ୍ୱାରା ମଣିଷର ଅନେକ ଉପକାରରେ ଆସିଥାଏ କୁକୁର । ବିଶେଷ କରି ସେନାବାହିନୀ ତଥା ପୋଲିସ ବିଭାଗରେ କୁକୁରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଖନ୍ତୁ କୁକୁରକୁ କିପରି ଉପଯୁକ୍ତ ତାଲିମ ପ୍ରଦାନ କରାଯାଇଥାଏ ।

Video Thumbnail
Advertisement
Read More