Videos

Older Men vs Younger Men: ଆପଣ କେବେ ଦେଖି ନଥିବେ ଏପରି ଲଢେଇ? ୭୨ ବର୍ଷୀୟ ବୃଦ୍ଧଙ୍କ ମୁଖାରେ କାନ୍ଦିବାକୁ ଲାଗିଲେ ୧୯୦ କେଜିର ଯୁବକ

Old Man Fight Video: ଆପଣ କେବେ ଏପରି ମଜାଳିଆ ଲଢେଇ ଦେଖିଛନ୍ତି କି? ଯେଉଁଥିରେ ୭୨ ବର୍ଷୀୟ ବୃଦ୍ଧଙ୍କ ମୁଖାରେ ୧୯୦ କେଜିର ଜଣେ ଯୁବକ କାନ୍ଦିବାକୁ ଲାଗୁଥିବ । ଆଜ୍ଞା ହଁ, ଘଟଣାଟି ସତ୍ୟ, ଏପରି ଏକ ଲଢେଇର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।

Older Men vs. Younger Men: In this video, you can see how a fat man, like a sumo wrestler, is fighting with a thin man. At first, it seems that the 190-pound fighter will overpower the older fighter and knock him down in just 2-4 punches, but the opposite happens. The elderly fighter overpowers him and punches him in such a way that the punch hits directly on his face, and he starts moaning in pain. Blood starts coming out of his mouth. You would hardly have thought that an elderly person would make the bed for that fat person.

Video Thumbnail
Advertisement
Read More