Videos

Pradeep Panigrahi: ଅଣ୍ଡାମାଡ଼ ପରେ ପ୍ରେସମିଟ୍ କରି 5T ସଚିବଙ୍କୁ ଟାର୍ଗେଟ କଲେ ପ୍ରଦୀପ

ଗତକାଲି ଆଜି ଦିନ ତମାମ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ଘଟଣା ପରେ ପ୍ରେସମିଟ ରେ ୫ଟି ସଚିବ ପାଣ୍ଡିଆନ ଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବଖାଣିଲେ ତାଙ୍କ ରାଜନୀତି ଜୀବନର ରହସ୍ୟମୟ ବ୍ୟଥା ।

Video Thumbnail
Advertisement
Read More