Videos

Train Viral Video: ଟ୍ରେନରେ ଦୁଇ ଯୁବତୀଙ୍କ ଭୋଜପୁରୀ ଗୀତରେ ଭୟଙ୍କର ଡ୍ୟାନ୍ସ, ଦେଖନ୍ତୁ Video

ଆଜିକାଲି ସବୁ ଜିନିଷ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ତାହା ଗୀତ ହେଉ ରିଲ୍ସ ହେଉ ବା ଲୋକଙ୍କ ସ୍କିଲ୍ । ଗୋଟିଏ ଚୁଟକିରେ ଭାଇରାଲ ହେଉଛି ଏମିତି ଅନେକ ଭିଡିଓ। ତେବେ ସବୁଠୁ ବେଶି ଭାଇରାଲ ହୋଇଥାଏ ମେଟ୍ରୋ ଓ ଲୋକାଲ ପ୍ୟାସେଞ୍ଜର ଟ୍ରେନର ଭାଇରାଲ ଭିଡିଓ। ଏହି ଭିଡିଓରେ ଦୁଇ ଯୁବତୀ ଏକ ଭୋଜପୁରୀ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

Video Thumbnail
Advertisement
Read More