Videos

Chicken Pakoda Video: ମାଗଣା ମିଳୁଛି ବୋଲି ୨ କ୍ୱିଣ୍ଟାଲ ଚିକେନ୍ ପକୋଡା ଖାଇ ସାରିଦେଲେ ଲୋକ

Chicken Pakoda Video: ମାଗଣା ଚିକେନ୍ ପକୋଡ଼ା ପାଇଁ ପୁରୀ ଛଇତନା ବଜାରରେ ଲମ୍ବା ଧାଡ଼ି।୪ ଘଣ୍ଟାରେ ୨ କୁଇଣ୍ଟାଲ୍ କୁକୁଡ଼ା ମାଂସ ଶେଷ। ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ବଣ୍ଟା ଯାଇଛି ମାଗଣା ଚିକେନ୍ ପକୋଡ଼ା। ଏଥିପାଇଁ ଲୋକଙ୍କ ଭିଡ଼ ଜମିଛି। ଶୁକ୍ରବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଏହି ଚିକେନ୍ ପକୋଡ଼ା ବଣ୍ଟା ଯାଇଛି। ୪ ଘଣ୍ଟାରେ ପ୍ରାୟ ୨ କ୍ଵିଣ୍ଟାଲ୍ ଚିକେନ୍‌ରେ ପ୍ରସ୍ତୁତ ପକୋଡ଼ା ଖାଇଛନ୍ତି ଲୋକେ । କୁକୁଡ଼ା ଚିଆଁ ଓ ଦାନା ବିକ୍ରି କରୁଥିବା ଏକ ସଂସ୍ଥା ଏହି ମାଗଣା ଚିକେନ୍ ପକୋଡ଼ା ବାଣ୍ଟିଥିବା ଲୋକେ କହିଛନ୍ତି।

Video Thumbnail
Advertisement
Read More