Videos

Dr. Subhash Chandra: ପୂର୍ବତନ ରାଜ୍ୟସଭା ସାଂସଦ ଡା. ସୁଭାଷ ଚନ୍ଦ୍ରାଙ୍କ 'ଶ୍ରୀରାମ ସମ୍ବାଦ' Exclusive

Ayodhya Ram Mandir: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ପୂର୍ବତନ ରାଜ୍ୟସଭା ସାଂସଦ ତଥା ESSEL ଗ୍ରୁପର ଚେୟାରମ୍ୟାନ୍ ଡକ୍ଟର ସୁଭାଷ ଚନ୍ଦ୍ରା ଅଯୋଧ୍ୟାରେ ପହଞ୍ଚିନ୍ତି। ସେ କହିଛନ୍ତି, '୪୫ ବର୍ଷ ପରେ ରାମନଗରୀକୁ ଆସି ମୁଁ ବହୁତ ଖୁସି। ୪୫ ବର୍ଷ ପୂର୍ବେ ଯେତେବେଳେ ମୁଁ ଅଯୋଧ୍ୟାକୁ ଆସିଥିଲି, ସେତେବେଳେ ମୋ ମନରେ ଯନ୍ତ୍ରଣା ହୋଇଥିଲା। ଆଜି ରାମ ମନ୍ଦିର ନିର୍ମାଣରେ ସମସ୍ତେ ଖୁସି ଅଛନ୍ତି। ସମସ୍ତେ ଭଗବାନ ରାମଙ୍କ ଆଦର୍ଶ ଓ ଗୁଣରୁ ଶିଖିବା ଆବଶ୍ୟକ। ରାମ ରାଜ୍ୟରେ ସମସ୍ତେ ମୁକ୍ତ ଥିଲେ ଏବଂ କେହି କାହାକୁ ଅତ୍ୟାଚାର କରୁନଥିଲେ। ଦେଖନ୍ତୁ ପୂରା ଭିଡିଓ-

Video Thumbnail
Advertisement
Read More