Hindi News >>Home >>Videos
Videos

Raha kapoor Video: ପ୍ରଥମ ଥର ପାଇଁ ଝିଅ ରାହା କପୁରଙ୍କ ମୁହଁ ଦେଖାଇଲେ ରଣବିର ଓ ଆଲିଆ, ଦେଖନ୍ତୁ ଏହି ଭାଇରାଲ ଭିଡିଓ..

ପ୍ରଥମ ଥର ପାଇଁ ରାହା କପୁରଙ୍କୁ ମିଡିଆ ସାମ୍ନାକୁ ଆଣିଲେ ଅଭିନେତ୍ରୀ ଆଲିଆ ଓ ରଣବୀର। ଆଜି ଖ୍ରୀଷ୍ଟମାସ ଅବସରରେ କପୁର ଫ୍ୟାମିଲି କୁନି ରାହା କପୁରଙ୍କୁ ସର୍ବ ସମ୍ମୁଖକୁ ଆଣିଛନ୍ତି। ନଭେମ୍ବର ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ରାହା କପୁର । ତେବେ ରାହାଙ୍କୁ ଦେଖିବା ପାଇଁ ଆଲିଆ ଓ ରଣବୀରଙ୍କ ଫ୍ୟାନ୍ସ ଅନେକ ଦିନ ଧରି ଅପେକ୍ଷା କରି ରହିଥିବା ବେଳେ ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି।

Priyambada Rana|Dec 25, 2023, 03:48 PM
Video Thumbnail
Advertisement

More Videos