Videos

Vande Bharat Express: ବନ୍ଦେ ଭାରତ ଏକ୍ସପ୍ରେସର କୋଚରେ ଲାଗିଲା ନିଆଁ, ବର୍ତ୍ତିଲେ ଯାତ୍ରୀ

Fire in Bhopal-Delhi Vande Bharat Express coach । ସୋମବାର ସକାଳେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଟ୍ରେନର କୋଚରେ ବ୍ୟାଟେରୀ ବକ୍ସରେ ନିଆଁ ଲାଗିଯାଇଥିଲା। ଟ୍ରେନ୍ ରାନୀ କମଲାପାଟୀ ଷ୍ଟେସନରୁ ହବିବଗଞ୍ଜ ନାମରେ ଜଣାଶୁଣା ନୂଆଦିଲ୍ଲୀର ନିଜାମୁଦ୍ଦିନ ଆଡକୁ ଯିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୋଚରେ ୨୦ ରୁ ୨୨ ଜଣ ଯାତ୍ରୀ ଥିଲେ ଏବଂ ସେମାନଙ୍କୁ ତୁରନ୍ତ ଅନ୍ୟ କୋଚକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ କେହି ଆଘାତ ନଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Video Thumbnail
Advertisement
Read More