Videos

Fire Accident: ରୋଷେଇ କଲା ବେଳେ ଗ୍ୟାସରୁ ଲାଗିଲା ନିଆଁ, ନିଆଁ ଲାଗି ୫ ଗୁରୁତର..

Fire Accident: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅମର୍ଦାରୋଡ ସ୍ଥିତ ନନା ହୋଟେଲ ପରିସରରେ ରୋଷେଇ ଗ୍ୟାସ ଟାଙ୍କିରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଗୁରୁତର ଦୁଇ ଆହତ। ହୋଟେଲ ପରିସରରେ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ତିନି ଜଣ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି।

Video Thumbnail
Advertisement
Read More