Videos

Video: ମଝି ରାସ୍ତାରେ ସାପ ସହିତ ନେଉଳର ଜବରଦସ୍ତ ଫାଇଟ୍, ଦେଖନ୍ତୁ ଭିଡିଓ

Video: ନେଉଳକୁ ଦେଖିବା ପରେ ରାସ୍ତାରେ ଫଣା ଉପରକୁ କରିଦେଲା ସାପ ତଥାପି ନେଉଳ ସାପକୁ ଛାଡିବାକୁ ପ୍ରସ୍ତୁତ ନୁହେଁ । ଲମ୍ଫ ମାରି ସାପ ଫଣାକୁ ଆକ୍ରମଣ କଲା ନେଉଳ । ଏହି ଭିଡିଓଟିକୁ ସ୍ଥାନୀୟ ଜଣେ ବ୍ୟକ୍ତି ରେକର୍ଡ କରି ସୋସିଆଲ ମିଡିଆରେ ଛାଡିବା ପରେ ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

Video Thumbnail
Advertisement
Read More