Videos

Video: ଓଲିଉଡ ଅଭିନେତା ସ୍ୱରାଜଙ୍କ ପ୍ରତି ପ୍ରଶଂସକଙ୍କ ଭଲପାଇବା, ଦେଖନ୍ତୁ ଭିଡିଓ

Video: ଓଲିଉଡ ଅଭିନେତା ସ୍ୱରାଜ ଶିଶୁ କଳାକାର ଭାବରେ ଓଡ଼ିଆ ସିନେ ଜଗତରେ ନିଜର କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ନାୟକ ଭୂମିକାରେ ଗୋଟେ ପରେ ଗୋଟେ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଚାଲିଛନ୍ତି । ଯେଉଁଥିପାଇଁ ସ୍ୱରାଜଙ୍କୁ ଅନେକ ଭଲପାଇବା ଦେଇଛନ୍ତି ଦର୍ଶକ । ନିକଟରେ ସ୍ୱରାଜ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଦେଖିବାକୁ ଫ୍ୟାନ୍ସମାନେ ଭିଡ ଜମାଇଥିଲେ । ସେହି ଦୃଶ୍ୟକୁ ସ୍ୱରାଜ ନିଜ ସୋସିଆଲ ମିଡିଆରେ ଅପଲୋଡ କରିବା ସହିତ ଲେଖିଛନ୍ତି ଯେ, This is enough for me to sleep today peacefully !
Thanks for giving "me" a space in your heart ।

Video Thumbnail
Advertisement
Read More