Hindi News >>Home >>Videos
Videos

Lonavala Water Fall: ଡ୍ୟାମରେ ଭାସିଗଲେ ପୂରା ପରିବାର, ଭିଡିଓ ଦେଖିଲେ ଥରିଉଠିବେ ଆପଣ

ଛୁଟି ସାରି ଘରକୁ ଫେରିଥାନ୍ତେ । ହେଲେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା । ତୁହାକୁ ତୁହା ବର୍ଷା ଯୋଗୁଁ ଚାରିଆଡେ ପାଣିର ସୁଅ ଛୁଟିଲା । ଆଉ ବର୍ଷା ଜଳର ପ୍ରଖର ସ୍ରୋତରେ ଲୋନାୱାଲା ଝରଣା ନିକଟକୁ ବୁଲିବାକୁ ଯାଇଥିବା ଏକ ପରିବାର ୫ ଜଣ ସଦସ୍ୟ ଭାସି ଯାଇଥିଲେ । ସମସ୍ତେ ନିକଟସ୍ଥ ଭୁସି ଡ୍ୟାମକୁ ଚାଲି ଯାଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ୩୬ ବର୍ଷିୟ ମହିଳା ଓ ୪ ଜଣ ପିଲା ରହିଛନ୍ତି । ପର୍ଯ୍ୟଟକମାନେ ଭାସି ଯାଇଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।

|Jul 01, 2024, 02:26 PM
Video Thumbnail
Advertisement

More Videos