Videos

G20 Dinner Video: ଏମିତି ଥିଲା ଜି-20 ସମ୍ମିଳନୀର ଡିନର ପାର୍ଟି, ଦେଖନ୍ତୁ ଏହି ସୁନ୍ଦର ଭିଡିଓ

ଶେଷ ହୋଇଛି ବହୁ ପ୍ରତିକ୍ଷିତ କାର୍ଯ୍ୟକ୍ରମ ଜି-20 ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଆରମ୍ଭ ହୋଇଥିଲା ରାତ୍ର ଭୋଜନ କାର୍ଯ୍ୟକ୍ରମ । ଦେଶର ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତିଙ୍କ ସହ ନିମନ୍ତ୍ରଣ କରାଯାଇଥିବା ସବୁ ଦେଶର ରାଷ୍ଟ୍ରମୁଖ୍ୟ ଗୋଟିଏ ସ୍ଥାନରେ ବସି ଗୋଟିଏ ଟେବୁଲରେ ରାତ୍ରି ଭୋଜନ କରିଥିଲେ। ଆଉ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ କେମିତି ସମସ୍ତେ ଏକାଠି ବସି ଖାଦ୍ୟ ଖାଉଥିବାର ଏହି ସୁନ୍ଦର ଭିଡିଓ...

Video Thumbnail
Advertisement
Read More