Videos

Man Beats Neighbour: ମରିଗଲାଣି ମାନବିକତା, ବାଡ଼ିରେ ପଡୋଶୀକୁ ପିଟିଚାଲିଲେ ପଡ଼ୋଶୀ

Elderly man beats neighbour with stick in viral video from Delhi । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଅନେକ ଅମାନୁଷିକ କାଣ୍ଡ ଦିଲ୍ଲୀରେ ଘଟିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହୁଏ। ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ପଡୋଶୀ ଆଉ ଜଣେ ପଡୋଶୀକୁ ବାଡ଼ିରେ ପିଟିବାରେ ଲାଗିଛନ୍ତି। ତେବେ କେଉଁ କାରଣରୁ ଏସବୁ ଘଟଣା ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଏନେଇ କଣ କାର୍ଯ୍ୟାନୁଷ୍ଠାନ ନେଇଛି ସେ ନେଇ କୌଣସି ତଥ୍ୟ ମିଳିପାରେ ନାହିଁ।

Video Thumbnail
Advertisement
Read More