Videos

Kedarnath: ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କଲା ଡ୍ୟାନ୍ସ; ବାବା କେଦାର ବଞ୍ଚାଇ ଦେଲେ ୭ ଜୀବନ, ଦେଖନ୍ତୁ ଭିଡିଓ

Kedarnath Helicopter Emergency Landing: ଶୁକ୍ରବାର ଦିନ କେଦାରନାଥ ଧାମରେ ​​ଏକ ବଡ଼ ଦୁର୍ଘଟଣା ଏଡାଇ ଯାଇଛି। କେଦାରନାଥ ଧାମର ହେଲିପ୍ୟାଡ ନିକଟରେ ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା। ଲ୍ୟାଣ୍ଡ ହେବା ପୂର୍ବରୁ ହେଲିକପ୍ଟରଟି 'ନାଚିବା' ଆରମ୍ଭ କରିଥିଲା। ପାଇଲଟ୍ ନିଜ ବୁଦ୍ଧି ବଳରେ ଏହାକୁ ସୁରକ୍ଷିତ ଲ୍ୟାଣ୍ଡ କରିବାରେ ସଫଳ ହୋଇଥିଲେ ଏବଂ ୭ ଜଣ ଲୋକ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ବାବା କେଦାର କୃପା ବୋଲି କହୁଛନ୍ତି।

Video Thumbnail
Advertisement
Read More