Videos

Trump's motorcade blocked: ଛେଳି ବ୍ଲକ୍ କରିଦେଲେ ଡୋନାଲ୍ଡ ଟ୍ରମ୍ପଙ୍କ ରାସ୍ତା, ଭିଡିଓ ଭାଇରାଲ

Donald Trump's motorcade blocked by goats; video goes viral । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୋଟରକେଡକୁ ଛେଳି ଦ୍ୱାରା ଅବରୋଧ କରାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରମ୍ପ ତାଙ୍କ କୋର୍ଟରେ ହାଜର ହେବା ପରେ ତାଙ୍କ ନ୍ୟୁ ଜର୍ସି ଗଲ୍ଫ କ୍ଲବକୁ ଫେରୁଥିବା ବେଳେ ଏହା ଘଟିଥିଲା। ଯାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଡ୍ରୋନ ସୁଟ୍ ବୋଲି ଜଣାପଡ଼ିଛି।

Video Thumbnail
Advertisement
Read More