Videos

Dog Snake Fight Video: ଗୋଟିଏ ସାପକୁ ଘେରି ଆକ୍ରମଣ କଲେ କୁକୁର ପଲ, ଦେଖନ୍ତୁ ଭିଡିଓ

ଫେସବୁକରେ ଅନେକ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ସେହିପରି ଏହି ସାପ ଓ କୁକୁରଙ୍କ ଫାଇଟ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ସାପକୁ ଘେରି ଖିନଭିନ କରିଛନ୍ତି କୁକୁର ପଲ । ଶେଷରେ ଏହି ଆକ୍ରମଣ ପରେ ସାପଟି ମରିଯାଇଥିବା ଜଣାପଡ଼ିଛି । ତେବେ କୁକୁର ଗୁଡିକ ପୋଷା କୁକୁର ବୋଲି କୁହାଯାଉଛି।

Video Thumbnail
Advertisement
Read More